ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବ ଶୀଘ୍ର ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମାସ ମଧ୍ୟରେ ଆସିବ କରୋନା ଟିକା । ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି | ଏନେଇ ସୂଚନା ଦେଇଛନ୍ତି “ସିରମ୍ ଇନସଟିୟୁଟ ଅଫ୍ ଇଣ୍ଡିଆ’ ସିଇଓ ଅଦର ପୁନାୱାଲା । ଆସନ୍ତା ୬ ମାସ ମଧ୍ୟରେ ଭାରତର ସମସ୍ତ ୧୮ ବର୍ଷରୁ କମ ଏବଂ ୩ ବର୍ଷରୁ ଅଧିକ ବୟସ ପିଲାଙ୍କୁ “କୋଭଭ୍ୟାକ୍ସ’ ଟିକା ଦିଆଯିବ । ପୁନାୱାଲା କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ଆୟୋଜିତ ଏକ ଭର୍ଚୁଆଲ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୩ରୁ ଅଧିକ ବୟସ ପିଲାଙ୍କ ଲାଗି ଏହା ବରଦାନ ସଦୃଶ ହେବ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….