Report Card Odisha

| Daily Odia News

ଝିଅର ସଉତୁଣୀ ହେଲା ମାଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣେ ଯୁବକ ନିଜ ପତ୍ନୀଙ୍କ ସହ ଏପରି କିଛି କରିଛନ୍ତି, ଯାହାକୁ ସେ ନିଜେ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ୍‌ ମିଡିଆରେ ଜଣେ ୟୁଜର ଲୋକଙ୍କୁ ଏକ ଅପିଲ କରିଥିଲେ । ନିଜ ଜୀବନର କିଛି ସିକ୍ରେଟ୍‌ ସୋସିଆଲ୍‌ ମିଡିଆରେ ସେ ସେୟାର କରିଥିଲେ । ଜଣେ ୟୁଜର୍ସ ନିଜର ସିକ୍ରେଟ୍‌ର ଖୁଲାସା କରିଛନ୍ତି । ସେ ଲେଖିଥିଲେ ଯେ, ମୋ ନିଜର ସେକ୍ସ ଜୀବନ ସହିତ ଜଡ଼ିତ କିଛି କଥା ମୁଁ ଆପଣମାନଙ୍କ ସହିତ ସେୟାର କରୁଛି । ଯାହାକୁ ଶୁଣିଲା ପରେ ଆପଣମାନଙ୍କୁ ଟିକିଏ ଦୁଃଖ ହେବ। ୟୁଜର୍ସ ଜଣଙ୍କ ଲେଖିଥିଲେ କି, ତାଙ୍କ ସ୍ତ୍ରୀ ତାଙ୍କୁ ଧୋକ୍କା ଦେଇଛନ୍ତି । ଯେତେବେଳେ ତାଙ୍କୁ ଏ ବିଷୟରେ ଖବର ମିଳିଥିଲା । ସେହି ସମୟ ଠାରୁ ସେ ତାଙ୍କ ସ୍ତ୍ରୀଙ୍କୁ ପାନେ ଦେବା ପାଇଁ ମନସ୍ଥ କରିଥିଲେ । ଯୁବକ ନିଜ ଧୋକ୍କାବାଜ୍‌ ସ୍ତ୍ରୀଙ୍କ ଶିକ୍ଷା ଦେବା ପାଇଁ ଶାଶୂଙ୍କ ସହିତ ସଂପର୍କ ଆରମ୍ଭ କରିଥିଲେ । ଦେଖୁ ଦେଖୁ ଶାଶୂ ଓ ଜ୍ୱାଇଁ ମଧ୍ୟରେ ନିବିଡତା ବଢିବାରେ ଲାଗିଥିଲା । ଏପିରିକି ଦୁହିଁଙ୍କ ମଧ୍ୟରେ ଶାରିରୀକ ସଂପର୍କ ମଧ୍ୟ ଗଢି ଉଠିଥିଲା । ସ୍ତ୍ରୀକୁ ପାନେ ଦେବା ପାଇଁ ମୁଁ ଏପରି କରିଥିଲି ବୋଲି ସେ ଜଣାଇଥିଲେ । ୟୁଜର୍ସଙ୍କ ଏପରି ଲେଖା ପରେ ଅନେକ ନିଜ ନିଜ ସିକ୍ରେଟ୍‌ ସେୟାର କରିବାକୁ ଲାଗିଥିଲେ । ଆଉ ଜଣେ ୟୁଜର୍ସ ତ ଲେଖିଥିଲେ କି , ମୁଁ ଥରେ ଅଜବ ସ୍ଥିତିରେ ପଡିଯାଇଥିଲି । ହଟ୍‌ ଟବ୍‌ରେ ମୁଁ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ଗାଧୋଉଥିବା ବେଳେ ତାଙ୍କ ମାଆ ଦେଖିଦେଇଥିଲେ । ଏହାପରେ ବି ମୁଁ ମୋ ନିଜକୁ ରୋକି ପାରିନଥିଲି । ଏପରିକି ତାଙ୍କ ମାଆଙ୍କ ସହିତ ମଧ୍ୟ ସେହି ଅଜବ ସ୍ଥିତିରେ କଥା ମଧ୍ୟ ହୋଇଥିଲି ବୋଲି ସେ କମେଣ୍ଟ ଦେଇଥିଲେ ।

Breaking News