ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶାରେ ଚିହ୍ନଟ ହେଲେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତ । ଦୁଇ ବିଦେଶ ଫେରନ୍ତା ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ନେଇ ସୂଚନା ମଳିଛି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ରାଜ୍ୟରେ ପସିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦୁଇ ଜଣ ବିଦେଶ ଫେରନ୍ତା ଓମିକ୍ରନ୍ରେ ସଂକ୍ରମିତ ହୋଇଛନ୍ତି । କଟକରେ ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଫେରନ୍ତା ଓମିକ୍ରନ୍ରେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ କତାର ଫେରନ୍ତା ଓମିକ୍ରନ୍ ଚିହ୍ନଟ ବୋଲି ଜଣାପଡିଛି ।






More Stories
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..
ପ୍ରବଳ ବର୍ଷା ସମ୍ଭାବନା…..