ରିପୋର୍ଟ କାର୍ଡ / ଭୁବନେଶ୍ବର
ସରକାରୀ କାର୍ଯ୍ୟାଳୟରେ ନୂତନ ବର୍ଷ ପାଇଁ କଟକଣା ଲାଗୁକରାଯାଇଛି । ଅଫିସରେ ଏକାଧିକ କର୍ମଚାରୀ ଏକାଠି ହୋଇପାରିବେ ନାହିଁ | ଫୁଲତୋଡା ଦେଇ ନୂଆବର୍ଷ ଅଭିନନ୍ଦନ ଜଣାଇବା ବାରଣ କରାଯାଇଛି । ଅନଲାଇନ୍ ଯୋଗେ ଶୁଭେଚ୍ଛା ଜଣାଇବାକୁ ପରାମର୍ଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..