ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୮ ତାରିଖ ପରେ ମାଟ୍ରିକ ପିଲା ଟିକା ନେବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିବୃତି ଅନୁଯାୟୀ ଆସନ୍ତା କାଲିଠାରୁ ସାରା ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ ହେବ । ଟିକା ନେବା ପାଇଁ ୩ଲକ୍ଷ ୧୫ହଜାର ୪୧୬ଜଣ ପିଲା ପଞ୍ଜୀକରଣ କରିଛନ୍ତି । ୧୦କୋଟି ପିଲାଙ୍କୁ ଟିକାକରଣ ଦିଆଯିବାକୁ ଲକ୍ଷ୍ୟ କରାଯାଇଛି । ହେଲେ ଓଡ଼ିଶାରେ କିନ୍ତୁ ୮ତାରିଖ ପରେ ମାଟ୍ରିକ ପିଲାମାନେ ଟିକା ନେବେ । ତେବେ ପିଲାଙ୍କ ଆଗାମୀ ପରୀକ୍ଷାକୁ ଦୃଷ୍ଟିରେ ରଖି ୮ ତାରିଖ ପରେ ଟିକାକରଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।






More Stories
ଓଡ଼ିଶାରେ SIR ସ୍ଥଗିତ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ…..