ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସାଢ଼େ ୩ଟା ବେଳେ ହେବ ନିର୍ବାଚନ କମିସନଙ୍କ ପ୍ରେସମିଟ୍ । ଏହି ପ୍ରେସମିଟ୍ ରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯିବ । ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର ନିର୍ବାଚନ ତାରିଖ ଏଥିରେ ଘୋଷଣା ହେବ । ତେବେ ଦେଶରେ କୋଭିଡ୍ ମହାମାରୀର ସ୍ଥିତି ଜାରି ରହିଥିବାରୁ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । କିପରି ଭାବେ କୋଭିଡ୍ ଗାଇଡଲାଇନ୍ କୁ ପାଳନ କରି ନିର୍ବାଚନ ହେବ ସେ ଦିଗରେ ଏହି ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇପାରେ ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..