ରିପୋର୍ଟ କାର୍ଡ / ଭୁବନେଶ୍ଵର
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ କରିଥିବା ନେଇ ସୂଚନା ମିଳିଛି। ଭୁବନେଶ୍ବରରେ ଥିବା ଘର, ଗଞ୍ଜାମସ୍ଥିତ ପୈତୃକ ଘର ଓ ଅଫିସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଏଥିରେ ବହୁ ଅଫିସର ସାମିଲ ହୋଇଛନ୍ତି।





More Stories
ପ୍ରବଳ ବର୍ଷା ସମ୍ଭାବନା…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ…..
୧୮ ପ୍ରସ୍ତାବ କୁ କ୍ୟାବିନେଟ୍ ମଞ୍ଜୁରୀ…..