ରିପୋର୍ଟ କାର୍ଡ / ପଞ୍ଜାବ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନୀଙ୍କ ପୁତୁରାକୁ ଗିରଫ କରିଛି ଇଡି । ବେଆଇନ ଖଣି ଖନନ ଅଭିଯୋଗରେ ଚନ୍ନୀଙ୍କ ପୁତୁରା ଭୂପିନ୍ଦରସିଂ ହନୀଙ୍କୁ ଗିରଫ କରିଛି ଇଡି । ସୂଚନା ମୁତାବକ ଗତକାଲି ଭୂପିନ୍ଦରସିଂ ହନୀଙ୍କୁ ଇଡି ଗିରଫ କରିଥିଲା । ଗରିଫ କରେ ତାଙ୍କୁ ଡାକ୍ତରଖାନା ନେବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା ଇଡି । ଗତ ଜାନୁଆରୀ ମାସରେ ବେଆଇନ ଖଣି ଖନନ ମାମଲାକୁ ନେଇ ଇଡି ଭୂପିନ୍ଦରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଚଢ଼ଉ କରାଯାଇ ୧୦ କୋଟି ଟଙ୍କା, ୨୧ ଲକ୍ଷ ଟଙ୍କାର ସୁନା, ୧୨ ଲକ୍ଷ ଟଙ୍କାର ରୋଲେକ୍ସ ୱାଚ୍ ଜବତ କରାଯାଇଥିଲା।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..