Report Card Odisha

| Daily Odia News

ଥିଙ୍କର୍ସ୍ କ୍ଲବ ର୍ ୧୭ତମ ଆଭାସୀ ଆଲୋଚନା ପବିତ୍ରତା : ସୁଖ ଶାନ୍ତିର ଜନନୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶିସ୍ଠ ପ୍ରଶାସକ ତଥା ତ୍ରିପୁର।ର୍ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡା ଥିଙ୍କେର୍ସ୍ କ୍ଳବ ର ୧୭ ତମ ଆଭାସୀ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଜୋଗଦେଇ କହିଲେଜେ ଜୀବନରେ ସୁଖ ଶାନ୍ତି ଠାରୁ ବଡ଼ ଏ ଦୁନିଆରେ କିଛି ନାହିଁ । ରାଜସ୍ଥାନର ଗୌରବ ରାଜ ଯୋଗୀ ବି କେ ନ।ଥମଲ ଭ।ଈ ଅତିଥି ଭାବେ ଯୋଗଦେଈ ,ଆତ୍ମାର ସ୍ବଧର୍ମ ହେଉଛି ସୁଖ ଶାନ୍ତି ପବିତ୍ରତା ବୋଲି ପ୍ରକାଶ କରିଥିଲେ। ସୁଖ ଶାନ୍ତି ବିଷୟରେ ଅନୁଷ୍ଠିତ ଆଭାସୀ ଆଲୋଚନାରେ ରାଜସ୍ତ୍ଜ।ନ୍ ରୁ ବକ୍ତା ଭାବେ ଯୋଗ ଦେ ବି କେ ଅଶ୍ମିତ। ବିଶଦ ଭାବେ ଆଲୋଚନା କରିଥିଲେ । ବି କେ ଝୁନୁ ରାଜ ଯୋଗ ସମ୍ପର୍କରେ କହିଳ।ପରେ ରାଜ ଯୋଗ ଅଭ୍ୟାସ ପ୍ରଦର୍ଶନ କରିଥିଲେ ।ଆଲୋଚନାରେ ସଭାପତିତ୍ବ କରିଥିଲେ ବରଦା ଦାସ ଓ ଧନ୍ୟବାଦ ଦେଈଥିଳେ କାନାଡାର ଡ୍ ସୁନଂଦା ମିଶ୍ର ପଣ୍ଡା ।ପରିଚାଳନ। କରିଥିଲେ ହାଇଦରବାଦ୍ ରୁ ଵିଭୂଦତ୍ ମହାନ୍ତି । ଆଗ୍ରହୀ ଲୋକେ ଥିଙ୍କେର୍ସ୍ କ୍ଳବ ର ୟୁ ଟ୍ୟୁବ୍ କୁ ଜାଈ ଏହାକୁ ଦେଖି ପାରିବେ । ଉମ।ସଙ୍କର୍ ମିଶ୍ର ‘ନିମ।ଈ ବେହେରା ଆଲୋଚନାରେ ଭାଗ ନେଈଥିଳେ ।

Breaking News