ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଫଲାଇନ୍ ମାଧ୍ୟମରେ ଅପ୍ରେଲ ୨୬ରୁ ଅନୁଷ୍ଠିତ ହେବ ସିବିଏସଇ ଦଶମ, ଦ୍ବାଦଶ ବୋର୍ଡ ପରୀକ୍ଷା । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଅପ୍ରେଲ ୨୬ରୁ ଟର୍ମ ୨ ବୋର୍ଡ଼ ପରୀକ୍ଷା କରାଯିବ। ଏ ନେଇ ଆଜି ସିବିଏସଇ ପକ୍ଷରୁ ଘୋଷଣା କରାଯାଇଛି। ସୂଚୀପତ୍ର ସିବିଏସ୍ଇ ୱେବସାଇଟ୍ରେ ଅପଲୋଡ୍ କରାଯିବ । ୨୬ରୁ ଟର୍ମ-୨ ବୋର୍ଡ ପରୀକ୍ଷା କରାଯିବ ବୋଲି କରାଯିବ । ସିବିଏସ୍ଇ ୱେବସାଇଟରେ ଉପଲବ୍ଧ ହେବ। ସିବିଏସ୍ଇ କର୍ତ୍ତୃପକ୍ଷପ୍ରଶ୍ନ ପାର୍ଟନ ଭଳି ଟର୍ମ-୨ ବୋର୍ଡ଼ ର ପ୍ରଶ୍ନ ପାର୍ଟରଣ ରହିବ। କରୋନା ମହାମାରୀ ସ୍ଥିତିକୁ ନଭେମ୍ବର-ଡିସେମ୍ବରରେ ସିବିଏସ୍ଇ ଦଶମ ଓ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ଦ୍ବାଦଶ ବୋର୍ଡର ଟର୍ମ -୧ ପରୀକ୍ଷା ହୋଇଥିଲା । ସିବିଏସ୍ଇ ପରୀକ୍ଷା ବର୍ତ୍ତମାନ ସୁଦ୍ଧା ଟର୍ମ-୧ ରେଜଲୁ ପ୍ରକାଶ ପାଇନାହିଁ ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..