ରିପୋର୍ଟ କାର୍ଡ / ରାଉରକେଲା
ମୋବାଇଲରେ କଥା ହୋଇ ରେଳ ଧାରଣାରେ ଚାଲି ଚାଲି ଯାଉଥିଲେ ରେଳ କର୍ମଚାରୀ । ପଛପଟୁ ମାଲ୍ ବୋଝେଇ ଟ୍ରେନ୍ ଧକ୍କା ଦେବା ଫଳରେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଘଟିଛି ଏଭଳି ଦୁର୍ଘଟଣା କାଂଶବାହାଲ ଷ୍ଟେସନ ନିକଟରେ। ମୃତ ରେଳ କର୍ମଚାରୀ ହେଉଛନ୍ତି କଳିକା ପ୍ରସାଦ। ବନ୍ଧମୁଣ୍ଡା ରେଳ ଇଲେକ୍ଟ୍ରି ବିଭାଗର କର୍ମଚାରୀ ହେଉଛନ୍ତି କଳିକା ପ୍ରସାଦ ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..