ଆମ ସହର କୁଆଖାଇ ନଦୀରେ ଯୁବକଙ୍କ ମୃତଦେହ ଉଦ୍ଧାର…. Report Card Bureau February 18, 2022 ରିପୋର୍ଟ କାର୍ଡ / ଭୁବନେଶ୍ବରକୁଆଖାଇ ନଦୀରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚିଛି ମୃତଦେହକୁ ଉଦ୍ଧାର କରିଛନ୍ତି | ମୃତଦେହର ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ନନ୍ଦନକାନନ ଥାନା ପୋଲିସର ତଦନ୍ତ ଜାରି ରହିଛି । Post navigationPrevious ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ……Next ୩୮ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ…… August 22, 2026 Report Card Bureau ଆମ ସହର ରାଜ୍ୟ ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି….. August 21, 2026 Report Card Bureau 1 min read ଅପରାଧ ଆମ ସହର ରାଜ୍ୟ ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର…… August 18, 2026 Report Card Bureau
More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……