ରିପୋର୍ଟ କାର୍ଡ / ଭୁବନେଶ୍ୱର
ତୃତୀୟ ପର୍ଯ୍ୟାୟ ମତଦାନରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି । ସେହିଭଳି ନବରଙ୍ଗପୁରରେ ୮୬.୩୩, କୋରାପୁଟରେ ୮୪.୭୮, ଅନୁଗୁଳରେ ୮୪.୨୪, ଗଜପତିରେ ୮୨. ୭୨, ବରଗଡରେ ୮୨.୬୩ ପ୍ରତିଶତ ମତଦାନ ହୋଇଛି ।






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..