ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା କଟକଣା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଅଶୋଧିତ ତୈଳ ଦର ପୂର୍ବରୁ ଆକାଶ ଛୁଆଁ ହୋଇଥିଲା । ଏବେ ପୁଣି ୟୁକ୍ରେନ୍ ସଙ୍କଟ ଦେଖାଦେବା ପରେ ଭାରତରେ ଉପରେ ଏହାର ପ୍ରଭାବ ପଡ଼ିଛି । ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି । ୟୁକ୍ରେନ ସଙ୍କଟ ପରେ ବ୍ୟାରେଲ୍ ପିଛା ୧୦୦ ଡଲାର୍ ଟପିଛି ଅଶୋଧିତ ତୈଳ ଦର । ଦେଶରେ ଇନ୍ଧନ ଦର ୭-୮ ଟଙ୍କ ପ୍ରତି ଲିଟର୍ ପିଛା ବଢ଼ିବାର ଆଶଙ୍କା ରହିଛି । ମଙ୍ଗଳବାର ଦିନ ପୁଟିନ୍ ୟୁକ୍ରେନକୁ ନିଜର ସେନାକୁ ପଠାଇବା ପରେ ଯୁଦ୍ଧ ପରିସ୍ଥିତି ଆଶଙ୍କା ବଢ଼ିଥିଲା । ଏହାର ପ୍ରଭାବରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାର୍ ଟପିଛି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..