ରିପୋର୍ଟ କାର୍ଡ / କଟକ
ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଫିକା ପଡିବ ଜାଗର ଯାତ୍ରା । ପୀଠରେ ଜାଗର ଯାତ୍ରା ପାଇଁ ଲାଗିଲା କଟକଣା ।ମାର୍ଚ୍ଚ ୧ ତାରିଖ ସକାଳ ୫ ଟାରୁ ୨ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗାଯାଇଛି । ପୂଜକ ସମିତି ପକ୍ଷରୁ ନୀତିକାନ୍ତି ସମାପନ କରାଯିବ । ଏନେଇ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।
More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……