ରିପୋର୍ଟ କାର୍ଡ / ଭଦ୍ରକ
ପଞ୍ଚାୟତ ନିର୍ବାଚନ ସରିସାରିଥିବା ବେଳେ ଏବେ ଚାଲିଛି ଭୋଟ ଗଣନା ଜାରିରହିଛି । ଆଜି ହେଉଛି ଭୋଟ ଗଣତିର ଶେଷ ଦିନ | ଗତ ୨ ଦିନ ଗଣତିରେ ବିଜେଡି ହ୍ୟାଟ୍ରିକ ମାରିଛି | କିନ୍ତୁ ଏହି ଭୋଟ ଗଣନା ସମୟରେ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଛି । ଆଜି ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଭୋଟ ଗଣିତ ହେଉଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଗଣତି ହଲ୍ରେ ୨ ଗୋଷ୍ଠୀର କାଉଣ୍ଟିଂ ଏଜେଣ୍ଟ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଥିଲା । ପରେ କିଛି ସମୟ ପରେ ପୋଲିସ ଉଦ୍ୟମରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..