ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ୱର ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ପୁରୀ ମୁଖ୍ୟ କେନାଲରେ ଆଜି ଏକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରଟି ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ହେବ | ଏହାକୁ ଦେଖି ଲୋକମାନେ କେନାଲ ପାଖରେ ଭିଡ ଜମାଇଥିଲେ | ସେପଟେ ଲୋକଙ୍କୁ ଘଉଡାଇବାକୁ ଘଟଣା ସ୍ଥଳରେ ପୋଲିସ ପହଁଚିଛି। ନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଆସିଥିବା ଅନୁମାନ କରାଯାଉଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….