ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ ଉପରେ ରୁଷର ଆକ୍ରମଣରବି କରିଛି | ଏହାକୁ ପ୍ରତିବାଦ ସ୍ୱରୂପ ସିଙ୍ଗାପୁର’ ରୁଷ ଉପରେ କଟକଣା ଲାଗୁ କରିବ ବୋଲି ସୂଚନା ମିଳୁଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ସିଙ୍ଗାପୁର ରପ୍ତାନୀ ଉପରେ କଟକଣା ଲାଗୁ କରିବ ଓ କିଛି ରୁଷୀୟ ବ୍ୟାଙ୍କ ଉପରେ ଆର୍ଥିକ ପ୍ରତିବନ୍ଦକ ଲାଗୁ କରିବ । ତା’ଛଡ଼ା ସିଙ୍ଗାପୁର କ୍ରିପ୍ଟୋ କରେନ୍ସି କାରବାର ଉପରେ ମଧ୍ୟ କଟକଣା ଲାଗୁ କରିବ। ସିଙ୍ଗାପୁର ଆର୍ଥିକ ଅନୁଷ୍ଠାନ ଗୁଡ଼ିକୁ ରୁଷକୁ ସେବା ପ୍ରଦାନ କରିବାରୁ ବାରଣ କରାଯିବ। ପୂର୍ବରୁ ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ଭି.ଭି.ଏନ୍. ବାଳକ୍ରିଷ୍ଣନ ଦେଶର ପାର୍ଲାମେଣ୍ଟରେ କହିଥିଲେ ରୁଷ ଉପରେ ଉପଯୁକ୍ତ କଟକଣା ଓ ନିୟନ୍ତ୍ରଣ ଲାଗୁ କରିବାକୁ ସିଙ୍ଗାପୁର ଚାହୁଁଛି |






More Stories
ପୁଣି ମହଙ୍ଗାମାଡ:ବଢିଲା ଅମୂଲ କ୍ଷୀର ଦାମ୍……
ଶେଷ ହେଉଛି ପେଟ୍ରୋଲ!….
ରାଜଧାନୀରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ…..