ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ଫସି ରହିଛନ୍ତି ଭାରତୀୟ। ଫସି ରହିଥିବା ଭାରତୀୟ ଙ୍କୁ କେମିତି ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛନ୍ତ ଭାରତ ସରକାର । ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ ରୁଷ ରାଷ୍ଟ୍ରପତିଙ୍କ ସହ ପର୍ଯ୍ୟାୟକ୍ରମେ କଥା ହୋଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୫୦ ମିନିଟ ଧରି କଥା ହୋଇଥିଲେ। ଏହି ସମୟରେ ତାଙ୍କୁ ମଧ୍ୟ ମୋଦି ସୁମୀରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିବାକୁ କହିଛନ୍ତି। ଏହାବାଦ ଉଭୟ ପୁଟିନ ଓ ଜେଲେନସ୍କିଙ୍କୁ ମୋଦି କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……