Report Card Odisha

| Daily Odia News

ସାଇ ଆରାଧନାଡ୍ୟାନ୍ସଏକାଡେମୀ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସରେ ଚିତ୍ରାଙ୍କନ ପ୍ରତିଯୋଗିତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆର୍ନ୍ତଜାତୀୟ ମହିଳା ଦିବସରେ ସାଇ ଆରାଧନା ଡ୍ୟାନ୍ସଏକାଡେମୀ ତରଫରୁ କଳିଙ୍ଗ ନଗର ସ୍ଥିତ ଡ. ଏପିଜେ ଅବଦୁଲ୍ କାଲାମ ପାର୍କ ପରିସରରେ ଛୋଟଛୋଟ ପିଲାମାନଙ୍କମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେଏଲକେଜିଠାରୁ ଆରମ୍ଭ କରିଷଷ୍ଠଶ୍ରଣୀ ପର୍ଯ୍ୟନ୍ତ ପିଲାମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀଙ୍କୁତିନୋଟି ପର୍ଯ୍ୟାୟରେବିଭକ୍ତକରାଯାଇଥିଲା । ପ୍ରତ୍ୟେକବିଭାଗ ପାଇଁଭିନ୍ନଭିନ୍ନବିଷୟ ଯଥା ଚିତ୍ରଉପରେରଙ୍ଗ ଦେବା,ବାଳକବାଳିକା ଓ ରଜମହୋତ୍ସବଇତ୍ୟାଦିରଖାଯାଇଥିଲା । ଏଥିରେ ୬୦ ରୁଉର୍ଦ୍ଧ୍ୱଛାତ୍ରଛାତ୍ରୀଭାଗନେଇଥିଲାବେଳେଏକାଡେମୀରସମ୍ପାଦିକା ପ୍ରଜ୍ଞା ପ୍ରିୟଦର୍ଶନୀ ପଟ୍ଟନାୟକ ପ୍ରତିଯୋଗିତାକୁ ପରିଚାଳନାକରିଥିଲେ ।ବରିଷ୍ଠକଳାଶିକ୍ଷକସପନ କୁମାରଗିରିବିଚାରକଭାବେଯୋଗ ଦେଇସମସ୍ତ ପ୍ରତୀଯୋଗୀମାନଙ୍କୁମାନପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକିଏହିଏକାଡେମୀ ନୃତ୍ୟସହିତପିଲାମାନଙ୍କର ଅର୍ନ୍ତନିହିତ ପ୍ରତିଭାକୁଜାଗ୍ରତକରିବା ପାଇଁବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯିବାସହଉତ୍ସାହିତକରିବାରେ ମଧ୍ୟ ସହାୟକହୋଇଆସୁଛି । ଏକାଡେମୀରଏହି ପ୍ରୟାସକୁ ଅଭଭିଭାବକ ମହଲରୁସ୍ୱାଗତକରାଯାଇଛି ।

 

 

 

Breaking News