ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଥମିବାର ନାଁ ନେଉନାହିଁ ୟୁକ୍ରେନ୍-ରୁଷ ବିବାଦ | ଉଭୟ ଦେଶ ମଧ୍ୟରେ ଚାଲିଛି ଘାମଘୋଟ | ରୁଷିଆ ଆକ୍ରମଣରେ ୟୁକ୍ରେନ୍ର ୭୮ ଶିଶୁଙ୍କ ପ୍ରାଣହାନି ଘଟିଛି। ନିରୀହ ଜନତାଙ୍କ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହି ସଂଖ୍ୟା ପ୍ରାୟ ୯୦୦ ହେବ ବୋଲି ସରକାରୀ ଭାବେ କୁହାଯାଉଛି; ତେବେ ୟୁକ୍ରେନ୍ ମାନବାଧିକାର ସଂଗଠନ କର୍ତ୍ତୃପକ୍ଷଙ୍କ ଦାବି ଅନୁଯାୟୀ, ୭୮ ଶିଶୁଙ୍କର ମୃତ୍ୟୁ ଘଟିଛି। ମାରିଉପୁଲ ଓ ଇର୍ପିନ୍ରେ ଏବେ ଘମାଘୋଟ ଲଢ଼େଇ ଚାଲିଥିବାରୁ ବାସ୍ତବ ମୃତ୍ୟୁ ସଂଖ୍ୟା ଆକଳନ କରାଯାଇପାରି ନାହିଁ। ୟୁକ୍ରେନ୍ର ବିଭିନ୍ନ ଶ୍ମଶାନରେ ଏବେ ସ୍ଥାନାଭାବ ଦେଖାଦେଇଥିବାରୁ ସମୂହ ଶବଦାହ କରାଯାଉଥିବା ପ୍ରକାଶ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..