ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାଇଚାରାର ପର୍ବ ହୋଲି | ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ହୋଲିର ଅବ୍ୟବହିତ ପୂର୍ବରୁ ଆଜି ଶୁଭେଚ୍ଛା ଜଣାଇଛନ୍ତି। ଏହି ଉପଲକ୍ଷେ ବାର୍ତ୍ତା ଦେଇ ସେ କହିଛନ୍ତି ଯେ ହୋଲି ଆତ୍ମୀୟମାନଙ୍କୁ ଏକାଠି ହେବାର ସୁଯୋଗ ଦେଇଥାଏ। ସେ କହିଛନ୍ତି, ହୋଲି ପୂର୍ବରୁ ଅଗ୍ନ୍ୟୁତ୍ସବ ମନ୍ଦ ଉପରେ ଭଲର ବିଜୟ ପ୍ରତୀକ ବହନ କରିଥାଏ। ହୋଲି ସମାଜରେ ଶାନ୍ତି, ସଦ୍ଭାବନା, ସମୃଦ୍ଧି ଓ ସୁଖ ଆଣି ଦେଉ ବୋଲି ଶ୍ରୀ ନାଇଡୁ କାମନା କରିଛନ୍ତି।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….