ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ୟୁକ୍ରେନ୍ ଆକ୍ରମଣକୁ ମାସେ ପୁରିଛି | ହେଲେ ରୁଷୀୟ ସେନା ଯୁଦ୍ଧ ତୀବ୍ରତର କରିବା ପରେ ବେର୍ଡିୟାନ୍ସ୍କ୍ ବନ୍ଦରରେ ନିଆଁ ଲାଗିଯାଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ରିପୋର୍ଟ ମିଳିଛି । ରୁଷୀୟ ସୈନିକମାନେ ବୋମା ପକାଇ ଗୋଟାଏ ଇନ୍ଧନ ଟ୍ୟାଙ୍କ୍ ନଷ୍ଟ କରିପକାଇବାରୁ ବନ୍ଦରରେ ନିଆଁ ଲାଗିଯାଇଛି। ଏହା ବ୍ୟତିରେକେ, ରୁଷୀୟ ଜାହାଜଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ଆକ୍ରମଣ ହୋଇଥିବା ଖବର ଆସିଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ସୂତ୍ରରୁ କୌଣସି ସ୍ବୀକାରୋକ୍ତି ଆସିନାହିଁ। ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ବିଶ୍ବବାସୀଙ୍କୁ ଆହ୍ବାନ କରିଛନ୍ତି।ଏହା ବ୍ୟତିରେକେ, ରୁଷୀୟ ଜାହାଜଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ଆକ୍ରମଣ ହୋଇଥିବା ଖବର ଆସିଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ସୂତ୍ରରୁ କୌଣସି ସ୍ବୀକାରୋକ୍ତି ଆସିନାହିଁ। ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ବିଶ୍ବବାସୀଙ୍କୁ ଆହ୍ବାନ କରିଛନ୍ତି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..