ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ହେବ ପୌର ଭୋଟ ଗଣତି । ୧୦୬ ପୌରାଂଚଳ ସହ ୩ଟି ମହାନଗର ନିଗମରୁ କିଏ କେତୋଟି ପାଇବ ତାକୁ ନେଇ ବୟାନ ବାଜି ଜାରିରହିଛି | ଏଭିଏମ ମେସିନ ଭିତରେ ରହିଛି ପାର୍ଥୀଙ୍କୁ ଭାଗ୍ୟ | ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତ ହୋଇଛି |ଗତକାଲି ପୌର ଭୋଟ ହୋଇଥିବା ବେଳେ ଆସନ୍ତାକାଲି ଗଣତି ହେବ | ପଂଚାୟତ ନିର୍ବାଚନପରି ପୌର ନିର୍ବାଚନରେ ବିଶୃଙ୍ଖଳା ସହିତ ହିଂସାକାଣ୍ଡ ଘଟିଥିଲା |






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..