ଆମ ସହର ବଡ଼ ଖବର ରାଜ୍ୟ ସିଏମସି ର ମେୟର ଭାବେ ଶପଥ ନେଲେ ସୁବାସ ସିଂ….. Report Card Bureau April 7, 2022 ରିପୋର୍ଟ କାର୍ଡ / କଟକକଟକ ମହାନଗର ନିଗମର ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସିଂ | ଆଜି ନବନିର୍ବାଚିତ ମେୟର ଭାବେ ସୁବାସ ଶପଥ ନେଇଛନ୍ତି । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ସମସ୍ତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।Post navigationPrevious ଆସାମ ଗସ୍ତରେ ଯିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର….Next ଆଜି ୨୮ କରୋନା ପଜିଟିଭ୍ ଚିହ୍ନଟ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଚେତାବନୀ….. May 30, 2026 Report Card Bureau ରାଜ୍ୟ ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା….. May 30, 2026 Report Card Bureau ବଡ଼ ଖବର ରାଜ୍ୟ ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା…… May 30, 2026 Report Card Bureau
More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……