Report Card Odisha

| Daily Odia News

ହେଳ୍ପମେଟ୍ ସହଯୋଗ ରେ ଥିଙ୍କର୍ସ୍ କ୍ଳବ ର୍ ୨୫ ତମ ଆଭାସୀ ଆଲୋଚନା ଗୀତା ଓ ଭାଗବତ୍ ଶାନ୍ତିପ୍ର।ପ୍ତ ପାଇଁ ମାର୍ଗ ଦର୍ଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହେଳ୍ପମେଟ୍ ଭୁବନେଶ୍ଵର ସହଯୋଗ ରେ ଥିଙ୍କର୍ସ୍ କ୍ଳବ ର୍ ୨୫ ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପ୍ରଶାସକ ଶ୍ରୀ କୃପାସିନ୍ଧୁ ମିଶ୍ର ବକ୍ତ। ଭାବେ ଯୋଗ ଦେଈ ଗୀତା ଭାଗବତ୍ ରେ ଶାନ୍ତି ପ୍ରାପ୍ତି ପାଇଁ ଉଲ୍ଳେଖ ଥିବା ଶ୍ଳୋକ ଉପରେ କହିଥିଲେ ।ସଂ।ପ୍ରତିକ ପାରିସ୍ତିତି ରେ ସମସ୍ତେ ଶାନ୍ତି ଚାହାନ୍ତି ଓ ଏହାକୁ ପାଈବା ପାଇ ମନରେ ଭ୍ୟ।କୁଳତ। ପ୍ରକାଶ କରିଥାନ୍ତି । ଥିଙ୍କର୍ସ କ୍ଳବ ର୍ ସଭାପତି ବରଦା ଦାସ ଅଶୋକ।ସ୍ତମି ରଥ ଯାତ୍ରା ରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ | ହେଳ୍ପମେଟ୍ ର ସମ୍ପାଦକ ନିବେଦିତା ଭଞ୍ଜ ଧନ୍ୟବାଦ ଜଣାଇଥିଲେ ।

Breaking News