ରିପୋର୍ଟ କାର୍ଡ / କଳାହାଣ୍ଡି
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ଆଜି କଡା ସୁରକ୍ଷା ବଳରେ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଏଡିଜେ କୋର୍ଟକୁ ଅଣାଯାଇଥିଲା । ଉଲ୍ଲେଖ ଯୋଗ୍ୟ- ଏପ୍ରିଲ ୫ ତାରିଖରେ ହାଜର ହୋଇଥିଲେ ଉଭୟ । ଆହୁର ମଧ୍ୟ ମାମଲାକୁ ନେଇ କଳା କୋର୍ଟ ପିନ୍ଧି କେସ୍ ଲଢ଼ିଛନ୍ତି ବିଧାୟକ ନରସିଂହ ମିଶ୍ର । ମମିତାଙ୍କ ପରିବାର ଲୋକଙ୍କୁ ବଲାଙ୍ଗୀର ବିଧାୟକ ଭେଟିବା ସମୟରେ କହିଥିଲେ ମମିତାଙ୍କୁ ନ୍ୟାୟ ଦେବାପାଇଁ ଆବଶ୍ୟକ ହେଲେ କଳା କୋର୍ଟ ପିନ୍ଧି ଲଢ଼ିବେ। ଆଉ ତାହା ସେ କରିଛନ୍ତି ଶ୍ରୀ ମିଶ୍ର ।






More Stories
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଭିଜିଲାନ୍ସ ଜାଲରେ ରେଞ୍ଜର…..