ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ବିଭିନ୍ନ ପଦବୀ ପାଇଁ ଇଛୁକ ଆଜୀବନ ସଦସ୍ୟ ଓ ସଦସ୍ୟାଙ୍କୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଓ ଦାଖଲ ତା ୧୫.୪.୨୨ ଠାରୁ ତା ୨୨.୪.୨୨ ତାରିଖ ପର୍ଯ୍ୟନ୍ତ ପ୍ରତେକ ଦିନ ଅପରାହ୍ନ ୩ ଘଟିକା ରୁ ୫ଘଟିକାମଧ୍ୟରେ ଗ୍ରହଣ କରାଯାଉଛି | ନାମାଙ୍କନ ପତ୍ର ପ୍ରତ୍ୟାହାରର ସମୟ୨୪.୪.୨୨ ଠାରୁ ୨୫.୪.୨୨ରିଖ ଅପରାହ୍ନ ୩ଘଣ୍ଟିକା ଠାରୁ ଅପରାହ୍ନ ୫ ଘଟିକା ମଧ୍ୟରେ କରାଯିବ | ଅଧିକ ସୂଚନା ଯୋଗାଯୋଗ କରନ୍ତୁ-ଶ୍ରୀ ରବିନାରାୟଣ ମିଶ୍ର,୯୧୭୮୦୪୮୨୭୫ ନିର୍ବାଚନ ଅଧିକାରୀ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସକବି ଫକୀରମୋହନ ଭବନ ନୟାପଲ୍ଲୀ ଭୁବନେଶ୍ବର |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….