ରିପୋର୍ଟ କାର୍ଡ / ଜଗତସିଂହପୁର
ଜଗତସିଂହପୁର ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରେ 5T ସଚିବ ଭିକେ ପାଣ୍ଡିଆନ ପହଞ୍ଚି ମାଆଙ୍କ ଦର୍ଶନ କରିଛନ୍ତି | ମା ଙ୍କର ଦର୍ଶନ କରିବା ସହ ମନ୍ଦିର ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଐତିହର ବିକାଶ ବାବଦରେ ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..