Report Card Odisha

| Daily Odia News

ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୯ ତମ ସ୍ଥଳ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନରାଲ ମନୋଜ ପାଣ୍ଡେ । ଆଜି ଜେନରାଲ ଏମଏମ ନରବଣେ ତାଙ୍କ ଦାୟିତ୍ୱରୁ ଇସ୍ତଫା ନେବା ପରେ ସେ ଏହି ଦାୟିତ୍ୱ ନେଇଛନ୍ତି । ଏହା ପୁର୍ବରୁ ସେ ଉପ-ସ୍ଥଳ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରି ସାରିଛନ୍ତି । ୧୯୬୨ ମସିହା ମେ ୬ ତାରିଖରେ ଜନ୍ମିତ ଜେନେରାଲ୍‌ ପାଣ୍ଡେ ହେଉଛନ୍ତି ୨୯ତମ ସେନାମୁଖ୍ୟ ଯେ, ୨ ବର୍ଷରୁ ଅଧିକକାଳ ପଦବୀରେ ରହିବେ। ନିୟମ ଅନୁସାରେ, ‘ସର୍ଭିସ୍‌ ଚିଫ୍‌’ମାନଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ। କିନ୍ତୁ, ତାହା ପୂର୍ବରୁ ଯଦି ତାଙ୍କୁ ୬୨ ବର୍ଷ ପୂରି ଯାଉଥିବ, ସେ ଅବସର ଗ୍ରହଣ କରିବେ ବୋଲି ଜଣାପଡିଛି |

 

 

Breaking News