ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ଦଳ ଭିତରେ ବାହାରେ ଅସନ୍ତୋଷ ।ରାଜ୍ୟରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ବହୁ ଦିନ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଜାରିରହିଛି । ପିସିସି ସଭାପତି ପଦ ପାଇଁ ବହୁ ଆଶାୟୀ । ପ୍ରତି ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରୁଥିବା ବେଳେ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାର ବ୍ୟସ୍ତ । ସେହି ଅସନ୍ତୋଷ କନ୍ଦଳ ଭିତରେ ବରିଷ୍ଠ କଂଗ୍ରସ ନେତା ତଥା କୋରାପୁଟ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କହିଛନ୍ତି । ହେଲେ ସେ ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ସେ ବେଶ୍ ଆଶାବାଦୀ । ଏଥିପାଇଁ ସେ କାହାକୁ ଖୋସାମଦ କରିବେ ନାହିଁ , ସଭାପତି ପଦ ମିଳିଲେ ଛାଡିବେ ନାହିଁ ବୋଲି କହିଛନ୍ତି ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..