ରିପୋର୍ଟ କାର୍ଡ / ଚିଲିକା
ବାତ୍ୟା ଆଶଙ୍କା ସମ୍ପୂର୍ଣ୍ଣ ନ ଟଳିବା ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ । ଏନେଇ ବିଭିନ୍ନ ମୋଟର ବୋଟ୍ ଆସୋସିଏସନକୁ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲୁଗାଁ SDPO ଏବଂ ଚିଲିକା ତହସିଲଦାର ଏ ନେଇ ସୂଚନା ଦେଇଛନ୍ତି ।
More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..