Report Card Odisha

| Daily Odia News

ଥିଙ୍କର୍ସ୍ କ୍ଳବ ର୍ ୨୯ ତମ ଆଲୋଚନା ପତଞ୍ଜଳିଙ୍କ୍ ଯୋଗ ଦର୍ଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମନକୁ ନିୟନ୍ତ୍ରଣ ପାଇଂ ଯୋଗ ର୍ ଆଦ୍ୟ ରଚୟିତ ମହର୍ସି ପତଞ୍ଜଳି ଙ୍କ ମୁଖ୍ୟ ଳଖ୍ୟ ସମାଧି । ମନ ସହ ସମ୍ବଧିତ ସାଧନା । ଥିଙ୍କର୍ସ୍ କ୍ଳବ ର୍ ୨୯ ତମ ଆଭାସୀ ଆଲୋଚନା ରାଷ୍ଟ୍ରିୟ ପ୍ରବାସୀ ଓଡ଼ି ଆ ପରିବାର, ନୁଅ।ଦିଲ୍ଳୀ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି । ବକ୍ତା ଭାବେ ସ୍ଵାମୀ ସୁଧ।ନନ୍ଦ ସରସ୍ବତୀ ଯୋଗ ଦେଇ କହିଛନ୍ତି ଯେ ଯୋଗ ର୍ ମୁଖ୍ୟ ଳଖ୍ୟ ସମାଧି । ସମଧିପାଦ୍, ସାଧନ।ପାଦ,ବିଭୁତି ପାଦ, କୈବଳ୍ୟ ପାଦ,ସତ୍ତ୍ଵ ,ରାଜ ,ତମୋ ,ଖିପ୍ତ ,ମୁଢ , ବିଖିପ୍ତ ,ଏକାଗ୍ର ସ୍ଥିତି ,ନିରୁଧ ଅବସ୍ଥ୍ହା,ଧାରଣା,ଜପ୍ ,ଓମ୍,ଆଦି ଉପରେ ଆଲୋଚନା କରିଥିଲେ। ନୂଆଦିଲ୍ଲୀ ରାଷ୍ଟ୍ରିୟ ପ୍ରବାସୀ ଓଡ଼ିଆ ପରିବାର ସଂପାଦକ ମିନକେତନ୍ ମିଶ୍ର ଏହାକୁ ପ୍ରଚାର ପ୍ରସାର ପାଇଂ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ । ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ ସଞ୍ଜୋଜନା କରି କହିଛନ୍ତି ଯେ ଯୋଗ ଅଭ୍ୟାସ ସବୁ ଦିନ କଲେ ସମସ୍ତେ ଉପକୃତ ହେବେ ଓ ନିଜର ଳଗାମ୍ ଛଡ଼ା ମନ କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପରିବ । ନୂଆଦିଲ୍ଲୀ ରୁ ପୁଷ୍ପାଞ୍ଜଳୀ ବାରିକ ଧନ୍ୟବାଦ ଦେଈଥିଲେ । ଆଗ୍ରହୀ ଲୋକେ ଥିଙ୍କର୍ସ୍ କ୍ଳବ ୟୁ ଟ୍ୟୁବ୍ କୁ ଯାଇ ଏହାକୁ ଦେଖି ପାରିବେ ।ଵିଭୂଦତ୍ତ ମହାନ୍ତି ସଭା ପରିଚାଳନ। କରିଥିଲେ ।

Breaking News