ରିପୋର୍ଟ କାର୍ଡ / କଣ୍ଟାବାଞ୍ଜି
ଭିଜିଲାନ୍ସ ଜାଲରେ ଫସିଲେ ଫରେଷ୍ଟର । ସିନେ୍ଧକେଲା ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଥିବା ଜଣାପଡିଛି । ଏହି ମାମଲାକୁ ନେଇ ହରିହରଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେବେ ସମ୍ପତ୍ତି ଜବତ ହୋଇଛି, ତାହାର କୌଣସି ସୂଚନା ମିଳିନାହିଁ ।






More Stories
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର…..
ଆଜି କାଉଣ୍ଟରରେ ଟିକଟ ବିକ୍ରି……