ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ସ୍କୁଲରେ ଛାତ୍ରଛାତ୍ରୀ ଙ୍କୁ ଅଲିମ୍ପିକ ଶିକ୍ଷା ଦିଆଯିବ। ସ୍କୁଲରେ ଅଲିମ୍ପିକ ଶିକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ସ୍ମାର୍ଟ ସିଟିରେ ୯୦ ସ୍କୁଲରେ ଅଲିମ୍ପିକ ଶିକ୍ଷାଦାନ ହେବ । ତେବେ ରାଉରକେଲାରେ ୨୭ ଓ ଭୁବନେଶ୍ୱରରେ ୬୩ଟି ସ୍କୁଲରେ ଯୋଜନା ଲାଗୁ ହେବ । ଚୀନ ଓ ଜାପାନ ଭଳି ଖେଳାଳି ସୃଷ୍ଟି କରିବାକୁ ସରକାରଙ୍କର ଲକ୍ଷ୍ୟ ରହିଛି । ସାରା ରାଜ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏପରି ନିଷ୍ପତ୍ତି ନେଇଛି ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..