ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସମାଜରେ ଅବହେଳିତ ବୃଦ୍ଧ, ବୃଦ୍ଧା ଲୋକ ମାନଙ୍କୁ ଓ ଅବହେଳିତ ଛୋଟ ପିଲାମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାରର ସେବା ଓ ସହାୟତା କରିଥିବାରୁ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ ଆନ୍ତର୍ଜାତୀୟ ମାନବାଧିକାର ଅନୁଷ୍ଠାନ ସମ୍ମାନ ସୂଚକ ଡକ୍ଟରେଟ ଓ ହ୍ୟୁମାନ ଟେରିଆନ କପ ପ୍ରଦାନ କରାଯାଇଛି | ଅନୁଷ୍ଠାନ ମଧ୍ୟ ବିଭିନ୍ନ ସମୟରେ ରନ୍ଧାଖାଦ୍ୟ ଅସହାୟ ଗରିବ ଲୋକଙ୍କୁ ମାଗଣା ଖାଇବାକୁ ଦେବା ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇ ଔଷଦ ବଣ୍ଟନ ମଧ୍ୟ କରାଯାଇଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..