ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ହାଜର ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧିକ ୩ ସପ୍ତାହ ସମୟ ଲୋଡିଛନ୍ତି। ସୂଚନା ଅନୁଯାୟୀ ସୋନିଆଙ୍କ ଆବେଦନ ଉପରେ ଇଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବୁଧବାର ସୋନିଆ ଇଡି ନିକଟରେ ହାଜର ହେବାକୁ ଥିଲା। ମାତ୍ର ସେ ୨ ତାରିଖରୁ କରୋନା ସଂକ୍ରମିତ ହୋଇଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇ ନାହାନ୍ତି। ତେବେ ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀ ଜୁନ୍ ୧୩ ତାରିଖରେ ଇଡି ନିକଟରେ ହାଜର ହେବାକୁ ଅଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….