Report Card Odisha

| Daily Odia News

ଧାର୍ମିକ ଓ ତେଜସ୍ବୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଧନ ସଂଗ୍ରହ ନିମିତ୍ତ ସମୟ ଓ ଶକ୍ତିର ବିନିଯୋଗ କରିପାରନ୍ତି। ମନୋହର ଦ୍ରବ୍ୟର ଅଭିଳାଷୀ ହେବେ। ମନୋରଞ୍ଜନ ସ୍ଥଳ ପ୍ରତି ଆକର୍ଷିତ ହେବେ। ଧୈର୍ଯ୍ୟଧରି ବିପଦର ମୁକାବିଲା କରିବେ।

ବୃଷ : ସେବା ମନୋଭାବର ହୋଇପାରନ୍ତି। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହାୟତା ମିଳିବ।

ମିଥୁନ : ଶତ୍ରୁତାର ଅବସାନ ଘଟାଇ ଚତୁରତାର ପରିଚୟ ଦେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। କିଛିଟା ଅଶୁଭଫଳ ମିଳିପାରେ।
କର୍କଟ : କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ।

ସିଂହ : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। କୃଷି କର୍ମ ଲାଭଦାୟକ ହେବ। ଯାନ-ବାହନ ସୁଖ ମିଳିବ।
କନ୍ୟା : ସର୍ବଦର୍ଶୀ ହୋଇପାରନ୍ତି। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃସ୍ନେହୀ ହେବେ।

Breaking News