ରିପୋର୍ଟ କାର୍ଡ / କୋରାପୁଟ
ବଜ୍ରାଘାତରେ ଗାଈ ବଳଦ ମୃତ । କୋରାପୁଟ ଜିଲ୍ଲା ଲମତପୁଟ ବ୍ଲକ୍ କୁମାର ଗଂଜଣା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କୋରାପୁଟ ଜିଲ୍ଲାରେ ଘଡ ଘଡି ସହ ପ୍ରବଳ ବର୍ଷା ଜାରି ରହିଛି । ଲମତପୁଟ ବ୍ଲକ୍ କୁମାର ଗଂଜଣା ପଂଚାୟତରେ ବଜ୍ରାପାତରେ ଗାଈ, ବଳଦ, ଛେଳି, ମେଣ୍ଢାଙ୍କର ମୃତ୍ୟୁ ହୋଇଛି । ହିଙ୍ଗଇପୁଟରେ ବଜ୍ରାଘାତରେ ୬ଟି ପରିବାରର ଗାଈ, ବଳଦ, ଛେଳି ମେଣ୍ଢା ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୪ଟି ଗାଈ, ୬ଟି ବଳଦ, ୪ଟି ମେଣ୍ଢା ଓ ୩ଟି ଛେଳି ରହିଛନ୍ତି ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..