Report Card Odisha

| Daily Odia News

ଦ୍ରୌପଦୀଙ୍କ ପାର୍ଥୀତ୍ୱକୁ ଜଗନଙ୍କ ସମର୍ଥନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

NDA ର ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡି ସମର୍ଥନ କରିଛନ୍ତି | ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି | ଆଜି ଦ୍ରୌପଦୀଙ୍କ ମାନକଂ ବେଳେ YSR ର ୨ ମନ୍ତ୍ରୀ ଉପସ୍ଥିତ ରହିଥିଲେ | ଜଗନ କହିଛନ୍ତି କି SC / ST ଙ୍କୁ ତାଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇଛି |  ଚର୍ଚ୍ଚାର ହେଉଛି କି YSR ସମର୍ଥ କରିବା ବେଳେ ବାକି ଯଉ ଆକଳିଦଳ ରହିଛନ୍ତି ସେମାନେ ସମର୍ଥନ କରିବେକି ନାହିଁ |

Breaking News