ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଯୁବକଙ୍କୁ ମହଙ୍ଗା ପଡିଛି। ଭୁବନେଶ୍ୱର ପଣ୍ଡାକୁଦିଆ ବସ୍ତିର ଯୁବକ ତପନ କୁମାର ଦିଗଲ ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ- ଜଣେ ୧୭ ବର୍ଷୀୟ ନାବାଳିକା ସହ ତପନ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖି, ତିନି ମାସର ଗର୍ଭବତୀ କରାଇଥିଲେ | ଗର୍ଭବତୀ ହେବା ପରେ ମେଡ଼ିସିନ ଦେଇ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି | ଏହାପରେ ଅଭିଯୁକ୍ତ ତପନକୁ ଗିରଫ କରିଛି ପୋଲିସ । ଏବେ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ଜଣାପଡିଛି |






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..