ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁକର୍ମ ପରିବେଶ କୁ ନେଇ ବ୍ୟକ୍ତି ର ଭାଗ୍ୟ ନିର୍ଣ୍ଣୟ ହୋଇଥାଏ ବୋଲି ମତ ପ୍ରକାଶ ପାଇଛି । ଥିଙ୍କର୍ଷ କ୍ଲବ ର ୩୩ ତମ ଆଭlସି ଆଲୋଚନା ଭାଗ୍ୟରେ ଯାହା ଥାଏ ସେଇଆ ମିଳେ ଉପରେ ଅନୁଷ୍ଠିତ ହୋଇଯାଇଛି । ଏ ସମ୍ପର୍କରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମତ ସତ୍ୟର ସନ୍ଧାନ ପୁସ୍ତକରୁ ପାଠ କରାଯାଇ ଆଲୋଚନା ହୋଇଥିଲା । ଏହାକୁ ସଂଯୋଜନା କରିଥିଲେ ବରଦା ପ୍ରସନ୍ନ ଦାସ । ସର୍ବଶ୍ରୀ ଉମାସଙ୍କର ମିଶ୍ର, ଇ ନନ୍ଦନନ୍ଦନ ଦାସ, ବାଲ୍ମୀକି ନାୟକ, ଡ ବ୍ରଜ ନାୟକ, ନିମାଇ ସ୍ବାଇଁ ଓ ବିଭୁଦତ୍ତ ମହାନ୍ତି ଭାଗ୍ୟ ଫଳ ପ୍ରାପ୍ତି ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..