ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷ ମଧ୍ୟରେ ୫୨,ସଙ୍ଗରୋଧରୁ ୨୯୯ ଓ ସ୍ଥାନୀୟ ୨୧୦। ୨୬ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୦୦। ବାଲେଶ୍ୱରରୁ ୫, ବରଗଡ ୨, ଭଦ୍ରକ ୭, ବଲାଙ୍ଗୀର ୧, ବୌଦ୍ଧ ୨, କଟକ ୧୧୦, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୩, ଜଗତସିଂହପୁର ୯, ଯାଜପୁର ୧୦, କଳାହାଣ୍ଡି ୬,କନ୍ଧମାଳ ୨, କେନ୍ଦ୍ରାପଡା ୬,କେନ୍ଦୁଝର ୩, ,କୋରାପୁଟ ୨, ମାଲକାନଗିରି ୧,ମୟୁରଭଞ୍ଜ ୮, ନବରଙ୍ଗପୁର ୧,ନୟାଗଡ ୯, ନୂଆପଡା ୪,ପୁରୀ ୧୪,ସମ୍ବଲପୁର ୮, ସୋନପୁର ୧,ସୁନ୍ଦରଗଡ ୪୯,ଷ୍ଟେଟପୁଲରୁ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୫୮୫କୁ ବୃଦ୍ଧି ପାଇଛି। ୧୨,୮୧,୮୬୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୫୩୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।






More Stories
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ :ଦଳା ଚକଟା ନୁହେଁ ଅଣନିଶ୍ବାସୀ ହେବାରୁ….