ରିପୋର୍ଟ କାର୍ଡ / କଟକ
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଘନ ବାଙ୍ଗରା ଦୋଷୀ ସାବ୍ୟସ୍ତ । ୨୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କାର ଜରିମାନା ପାଇଁ ଆଦେଶ ହୋଇଛି । ଆଜି ଏପରି ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ୧୯ ଫେବୃଆରୀ ୨୦୧୮ ମସିହାରେ ଟାଙ୍ଗୀ ଥାନା ଅଂଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା ।






More Stories
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..
ପ୍ରବଳ ବର୍ଷା ସମ୍ଭାବନା…..