Report Card Odisha

| Daily Odia News

ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓଡିଶା ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୧ ପାଇଁ ପ୍ରଥମ ତାରିଖ ଘୋଷଣା କରିଛି। ଏହି ପରୀକ୍ଷା ଅକ୍ଟୋବର ୧୬, ୨୦୨୨ ରେ ଅନୁଷ୍ଠିତ ହେବ। ଓପିଏସ୍‌ସି ପକ୍ଷରୁ ଏହାର ଅଫିସିଆଲ ୱେବସାଇଟ୍‌ରେ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ମଧ୍ୟ ଗୁରୁବାର ଏକ ଟ୍ୱିଟରରେ ଏହା ବିଷୟରେ ସୂଚନା ଦେଇଛନ୍ତି।

Breaking News