ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣ ସଂକ୍ରାନ୍ତ ଏକାନ୍ତବାସରୁ ବାହାରିବାର ୩ ଦିନ ପରେ ସେ ପୁଣି ଉକ୍ତ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଆଣ୍ଟି ଭାଇରାଲ ଔଷଧରେ ଚିକିତ୍ସିତ ହେବା ପରେ ପୁଣି କରୋନାରେ ପୀଡ଼ିତ ହେବା ବିରଳ ଘଟଣା ବୋଲି କୁହାଯାଇଛି। ହ୍ବାଇଟ୍ ହାଉସ ଡାକ୍ତର କେଭି ଓ କୋନରଙ୍କ କହିବାନୁଯାୟୀ ବାଇଡେନଙ୍କ ଠାରେ କୌଣସି ଲକ୍ଷଣ ନାହିଁ ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ମଧ୍ୟ ଅନୁଭବ କରୁଛନ୍ତି।






More Stories
ପିୟୁସିସି ସାର୍ଟିଫିକେଟର ନିୟମ ସଂଶୋଧନ…..
ୟେମେନ ଉପରେ କ୍ଷେପଣାସ୍ତ୍ର ମାଡ଼; ୧୫ ମୃତ, ସାମରିକ ଘାଟି ଧ୍ୱଂସ….
Gen Z ପ୍ରସ୍ତୁତ କରିବେ ବଜେଟ୍…..