ରିପୋର୍ଟ କାର୍ଡ / ସମ୍ବଲପୁର
ଢାବାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୬ ଜଣକୁ ପୋଲିସ ବାନ୍ଧିଛି | ଏଭଳି ଲଜ୍ୟାକର ଘଟଣା ଘଟିଛି ସମ୍ବଲପୁରରେ | ମିଳିଥିବା ସୂଚନା ଅନୁସାରେ- ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗୋଶାଳା ଅଞ୍ଚଳରେ ଥିବା ଏକ ଢାବାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବୁର୍ଲା ଥାନାରେ ଅଭିଯୋଗ ହେବା ପରେ ପୋଲିସ ୬ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଗିରଫ ଅଭିଯୁକ୍ତମାନେ ହେଲେ ଢାବା ମାଲିକ,ଦଲାଲ ମହିଳା ଓ ୪ଜଣ ଦୁଷ୍କର୍ମକାରୀ ବୋଲି ଜଣାପଡିଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..