ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯଶୁଆପୁର ବାଳକାଟି ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ୧୯୧ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର କଲ୍ଯାଣ ହେଉ,ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ସଭାପତିତ୍ଵ କରିଥିଲେ | ଏହି ଉତ୍ସବରେ ବିଦାୟୀ ସଭାପତି ପ୍ରଭାତ କୁମାର ନନ୍ଦ, ସମ୍ପାଦକ ନାରାୟଣ ମହାପାତ୍ର, ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର ଅଖିଲ କୁମାର ସାହୁ, ତ୍ରିଲୋଚନ ନାୟକ, ବଂଶୀଧର ନାୟକ ସବ୍ୟସାଚୀ ସାମନ୍ତରାୟ, ମନୋରଞ୍ଜନ ମହାନ୍ତି, ଅକ୍ଷୟ ସାହୁ, ଗିରିଜା ମହାପାତ୍ର,ରଞ୍ଜନ ମାହାପାତ୍ର, ତାପସ ରଞ୍ଜନ ମଲ୍ଲିକ, ବାବୁଲି ପାତ୍ର, ବିଜୟ ଲକ୍ଷ୍ମୀ ମାମ, ଶ୍ରୀନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା ସତ୍ୟକମ ମହାନ୍ତି ପ୍ରମୂଖ ଯୋଗ ଦେଇଥିଲେ | ସତ୍ୟାନନ୍ଦ ପାଣି, ଦିଲ୍ଲୀପ ମହାନ୍ତି ଅଜୟ ଦାସ ଜ୍ୟୋସ୍ନା ଦାସ ସତ୍ୟାନନ୍ଦ ପାଣି, ଦିବ୍ୟ ରଞ୍ଜନ ପଟ୍ଟନାୟକ ଶୈଳେନ୍ଦ୍ର ପାତ୍ର ଡ ସୁଶୀଲ କୁମାର ପଟ୍ଟନାୟକ କୃପା ସିନ୍ଧୁ ପଳେଇ ପ୍ରମୂଖ ଭଜନ ପରିବେଷଣ କରିଥିଲେ | ପଣ୍ଡିତ କାଶୀନାଥ ମିଶ୍ର. ସ୍କନ୍ଦପୁରାଣ ଆଧାରିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ ବିଭିନ୍ନ ଲୀଲା ବିଷୟ ରେ ବୁଝାଇଥିଲେ ଏବଂ ଆତ୍ମା ର ବ୍ରହ୍ମ ସାଙ୍ଗରେ କି ସମ୍ପର୍କ ଅତି ଉତ୍ତମ ଭାବେ କହିଥିଲେ |






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..