ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଉପରାଷ୍ଟ୍ରପତି ଭାବେ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ବୁଧବାର ଦିନ ଶେଷ ହୋଇଛି। ଉଲ୍ଲେଖ ଯୋଗ୍ୟ-ଗତ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ନିର୍ବାଚନରେ ଧନଖଡ଼ଙ୍କୁ ୫୨୮ ଭୋଟ୍ ମିଳିଥିଲା ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲ୍ଭାଙ୍କୁ ୧୮୨ ଭୋଟ୍ ମିଳିଥିଲା।






More Stories
ବସ୍ ଦୁର୍ଘଟଣାଗ୍ରସ୍ତ: ୨୭ ମୃତ…..
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..