ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଓଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବ ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ନାୟକଙ୍କୁ ପୁରୀ ଏଡିଏମ୍ ଭାବେ ବଦଳି କରାଯାଇଥିବା ବେଳେ ସୁନ୍ଦରଗଡ଼ ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ର ଶେଖରଙ୍କୁ ମୟୂରଭଞ୍ଜ ପିଡି ଡିଆରଡିଏ, ପୁରୀ ଏଡିଏମ୍ ଦିଲୀପ କୁମାର ମହାପାତ୍ରଙ୍କୁ ଏଡିଏମ୍ (ପ୍ରୋଟୋକଲ) ପୁରୀ , ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କୁ ଟିଇଆଣ୍ଡଏସ୍ସିଆରଟିଲ ପ୍ରଶାସନିକ ଅଧିକାରୀ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ କଳାହାଣ୍ଡି ପିଡି ଡିଆରଡିଏ ଏବଂ ସମ୍ବଲପୁର ଡିଆରଡିଏ ଏପିତି (ପ୍ରଶାସନ) ତନ୍ମୟ କୁମାର ଦରଞ୍ଜନଙ୍କୁ ଢେଙ୍କାନାଳ ପିଡି ତିଆରଡିଏ ଭାବେ ବଦଳି କରାଯାଇଛି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..